ଆଞ୍ଚଳିକବାଲେଶ୍ଵର ରାସ୍ତା କଡ଼ ପୋଖରୀକୁ ଖସିଲା ପିଆଜ ବୋଝେଇ ଟ୍ରକ୍ । By Dunia Halchal - July 12, 2022 122 Share FacebookTwitterPinterestWhatsApp ADVERTISEMENT ଜଳେଶ୍ୱର,୧୨/୭(ଡି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳରେ ରାସ୍ତା କଡ଼ ପୋଖରୀକୁ ଖସିଲା ପିଆଜ ବୋଝେଇ ଟ୍ରକ୍ । ଫଳରେ ଉଭୟ ଡ୍ରାଇଭର ଏବଂ ହେଲପର ଗୁରୁତର ହୋଇ ବସ୍ତା ଡାକ୍ତରଖାନରେ ଭର୍ତ୍ତି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି । Advertisement