ବ୍ରହ୍ମପୁର,୧୦/୭(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ଥାନୀୟ ଦିଗପହଣ୍ଡି ଥାନା ଅଧୀନ ଅନନ୍ତେଇ ମହୁରୀ କାଳୁଆ ଠାରେ ବ୍ରହ୍ମପୁର ଖଲାସି ସାହିର ଶିବ ବେହେରାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର l ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଥିବାବେଳେ ଘଟଣାସ୍ଥଳରେ ବ୍ରହ୍ମପୁର ଏସପିର ତଦନ୍ତ ଜାରି ।

















