Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ହାତୀଖମ୍ବ ଗାଁ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ସାଇକୃପା...

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ହାତୀଖମ୍ବ ଗାଁ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ସାଇକୃପା ନାମକ ଯାତ୍ରୀବାହୀ ବସ୍ ।

182
ADVERTISEMENT

ରାୟଗଡ଼ା,o୬/୭(ଡି.ଏଚ ବ୍ୟୁରୋ):-ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ହାତୀଖମ୍ବ ଗାଁ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ସାଇକୃପା ନାମକ ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ସମସ୍ତ ଆହତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଉକ୍ତ ବସ୍ ଟି ୩୦ ଜଣ ଯାତ୍ରୀଙ୍କୁ ନେଇ ପାରଳାଖେମୁଣ୍ଡି ଠାରୁ ଉମରକୋଟ ଯାଉଥିବା ବେଳେ ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Advertisement