Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କଟକ ଜିଲ୍ଲା ଟାଙ୍ଗି ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ବୋଲରେକୁ ଧକ୍କା ଦେଲା...

କଟକ ଜିଲ୍ଲା ଟାଙ୍ଗି ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ବୋଲରେକୁ ଧକ୍କା ଦେଲା ଟ୍ରକ୍, ଜଣକର ମୃତ୍ୟୁ।

154
ADVERTISEMENT

କଟକ,୦୨/୭(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ଟାଙ୍ଗି ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ବୋଲରେକୁ ଧକ୍କା ଦେଲା ଟ୍ରକ୍ । ଫଳରେ ବୋଲେରୋରେ ଥିବା ୧୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଭାବେ ଆହତ ହୋଇ କଟକ ହସ୍ପିଟାଲରେ ଭର୍ତ୍ତି l ଏବଂ ସମସ୍ତ ଯାତ୍ରୀ ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ଯାଜପୁର ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ ।

Advertisement