ଭୁବନେଶ୍ୱର ରାଜଧାନୀ ଚନ୍ଦକା ଥାନା ଅନ୍ତର୍ଗତ ହରିପୁର ଗାଁରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଘରେ ତାଲା ପକାଇ ଲୁଟିନେଲେ ୧୨ ଲକ୍ଷ ଟଙ୍କା ସହ ସୁନା ଗହଣା ।

124
Burglary. Skilful professional masked burglar opening a window and holding a torch and breaking into the house
ADVERTISEMENT

ଭୁବନେଶ୍ୱର,୨୭/୬(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀ ଚନ୍ଦକା ଥାନା ଅନ୍ତର୍ଗତ ହରିପୁର ଗାଁରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଘରେ ତାଲା ପକାଇ ଲୁଟିନେଲେ ୧୨ ଲକ୍ଷ ଟଙ୍କା ସହ ସୁନା ଗହଣା । ଏନେଇ ଘର ମାଲିକଙ୍କ ଥାନାରେ ଅଭିଯୋଗ ପରେ ଚନ୍ଦକାଥାନା ପୋଲିସର ତଦନ୍ତ ଜାରି ।

Advertisement