ADVERTISEMENT
Home ଆଞ୍ଚଳିକ ଓଲିଉଡ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ।

ଓଲିଉଡ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ।

121
ADVERTISEMENT

ଭୁବନେଶ୍ୱର,୨୪/୦୬(ଡି.ଏଚ ବ୍ୟୁରୋ):-ଓଲିଉଡ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି। ଏବଂ ନିଜର ପ୍ରିୟ କଳାକାରଙ୍କୁ ହରାଇ ଶୋକପ୍ରକାଶ କରିଛନ୍ତି ଓଡିଶାବାସୀ ।

Advertisement