Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ପାରିବାରିକ କଳହକୁ ନେଇ ପୁଅକୁ ଟାଙ୍ଗିଆରେ ହାଣିହତ୍ୟା...

ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ପାରିବାରିକ କଳହକୁ ନେଇ ପୁଅକୁ ଟାଙ୍ଗିଆରେ ହାଣିହତ୍ୟା କରିବା ପରେ ବାପାର ଆତ୍ମହତ୍ୟା ।

171
ADVERTISEMENT

ନୂଆପଡ଼ା,୨୪/୬(ଡି.ଏଚ ବ୍ୟୁରୋ):-ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ପାରିବାରିକ କଳହକୁ ନେଇ ପୁଅକୁ ଟାଙ୍ଗିଆରେ ହାଣିହତ୍ୟା କରିବା ପରେ ବାପାର ଆତ୍ମହତ୍ୟା । ଘଟଣାସ୍ଥଳରେ ଧରମବନ୍ଧା ଥାନା ପୁଲିସ ବ୍ୟବହୃତ ଟାଙ୍ଗିଆ ଏବଂ ଉଭୟ ବାପପୁଅଙ୍କ ମୃତଦେହ ଜବତ କରିବା ସହ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି ।

Advertisement