Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

143
ADVERTISEMENT

ଭୁବନେଶ୍ୱର,୨୨/୬(ଡି.ଏଚ ବ୍ୟୁରୋ):-ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାର ପ୍ରଭାବରେ ରାଜ୍ୟରେ ୨୩ରୁ ବର୍ଷାର ପରିମାଣ ବଢ଼ିବ। ସହ ଆସନ୍ତା ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ସମ୍ଭାବନା । ସେପଟେ ଆଜି ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ।

Advertisement