ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର।

148
ADVERTISEMENT

ଯାଜପୁର,୨୦/୬(ଡି.ଏଚ ବ୍ୟୁରୋ):-ସୁକିନ୍ଦା ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁରେ ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ତେବେ ଏହି ଶିଶୁଟି କାହାର ଏବଂ କିଏ ଏଭଳି ଅବସ୍ଥାରେ ତାକୁ ଫୋପାଡ଼ି ଦେଇଛି ତାହା ଏଯାଏଁ ଅସ୍ପଷ୍ଟ ଥିବାବେଳେ ନବଜାତ ଶିଶୁଟିର ସୁରକ୍ଷା ପାଇଁ ଜିଲ୍ଳା ପ୍ରଶାସନକୁ ନିବେଦନ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Advertisement