Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓ ଅନାଦି ଚରଣ ସେଠୀ ।

ଭିଜିଲାନ୍ସ ଜାଲରେ ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓ ଅନାଦି ଚରଣ ସେଠୀ ।

109
ADVERTISEMENT

ଭୁବନେଶ୍ୱର,୨୦/୬(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓ ଅନାଦି ଚରଣ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତା ଙ୍କ ବାସଭବନ ସମେତ ଅଫିସ ଏବଂ ବ୍ରହ୍ମପୁର, ବାଲେଶ୍ବର, ଭୁବନେଶ୍ବର ଓ ଛତ୍ରପୁରର ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ।

Advertisement