ADVERTISEMENT
Home ଆଞ୍ଚଳିକ ସୋନପୁର ଜିଲ୍ଲା ବିନିକା ଥାନା ଅଂଚଳରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଚାଷ ଜମିକୁ...

ସୋନପୁର ଜିଲ୍ଲା ବିନିକା ଥାନା ଅଂଚଳରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଚାଷ ଜମିକୁ ଓଲଟି ପଡିଲା ପରିବା ବୋଝେଇ ଟ୍ରକ ।

141
ADVERTISEMENT

ସୋନପୁର,୧୮/୬(ଡି.ଏଚ ବ୍ୟୁରୋ):-ସୋନପୁର ଜିଲ୍ଲା ବିନିକା ଥାନା ଅଂଚଳରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଚାଷ ଜମିକୁ ଓଲଟି ପଡିଲା ପରିବା ବୋଝେଇ ଟ୍ରକ । ଫଳରେ ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ପୋଲିସର ତଦନ୍ତ ଜାରିଥିବାବେଳେ ଉକ୍ତ ପରିବା ବୋଝେଇ ଟ୍ରକଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ।

Advertisement