Saturday, November 7, 2026
ADVERTISEMENT
Home ଆଞ୍ଚଳିକ ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା...

ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି।

157
ADVERTISEMENT

ପୁରୀ ,୧୫/୬(ଡି.ଏଚ ବ୍ୟୁରୋ):-ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏବଂ ଅସୁସ୍ଥ ଶ୍ରୀଜିଉଙ୍କ ଅଣସର ପିଣ୍ଡିରେ ବିଜେ ପରେ ଶ୍ରୀମନ୍ଦିରକୁ ବିଜେ କରି ପୂଜା ପାଉଛନ୍ତି ପଟିଦିଅଁ ଓ ଅନ୍ୟ ଦେବାଦେବୀମାନେ ।

Advertisement