Wednesday, September 23, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ବେଳେ ୨୦୩ କେଜି ୪୦୦ ଗ୍ରାମ...

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ବେଳେ ୨୦୩ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ ସହ ୨ଜଣ ଗିରଫ ।

178
ADVERTISEMENT

ବାଲିଗୁଡ଼ା,୧୫/୬(ଡି.ଏଚ ବ୍ୟୁରୋ):-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ବେଳେ ସ୍ଥାନୀୟ ପୋଲିସ ପକ୍ଷରୁ ୨୦୩ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ ସହ ୨ଜଣ ଗିରଫ । ଏବଂ ଗିରଫ ଦୁଇ ଜଣ ଉତ୍ତରପ୍ରଦେଶର ସାରୁଖ ଖାନ୍ ଓ ଅଜୟ କୁମାର ପାଲ୍ । ଦୁହେଁ ଏକ ଟ୍ରକରେ ଉତ୍ତରପ୍ରଦେଶକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିବାବେଳେ ବେଳେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଛି ।

Advertisement