ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା।

123
ADVERTISEMENT

ଭୁବନେଶ୍ୱର,୧୪/୬(ଡି.ଏଚ ବ୍ୟୁରୋ):-ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁରତି। ଏବଂ କାଳିଆ ସାଆନ୍ତ ଭକ୍ତଙ୍କୁ ହାତୀବେଶରେ ଦେଖାଦେବେ । ଫଳରେ ଏହି ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ୫୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ କରାଯାଇଛି ।

Advertisement