Saturday, August 22, 2026
ADVERTISEMENT
Home ଆଞ୍ଚଳିକ ଆଜି ପହିଲି ରଜ ।

ଆଜି ପହିଲି ରଜ ।

139
ADVERTISEMENT

ଭୁବନେଶ୍ୱର,୧୪/୬(ଡି.ଏଚ ବ୍ୟୁରୋ):-ଆଜି ପହିଲି ରଜ,ଘରେ ଘରେ ଲାଗିଛି ପିଠାପଣାର ଆସର l ଗାଁଠାରୁ ସହର ସବୁଠି ଦେଖାଦେଇଛି ଉତ୍ସବର ମାହୋଲ l ଏବଂ ଚଳିତ ବର୍ଷ କରୋନା କଟକଣାର କୋହଳ ପରେ ଓଡ଼ିଶାବାସୀ ଏଥର ରଜ ଉତ୍ସବକୁ ଧୂମଧାମରେ ପାଳିବା ସହ ଓଡିଆ ପରମ୍ପରାକୁ ବଜାୟ ରଖିବେ ।

Advertisement