ଆସନ୍ତା ୧୭ରେ ମୌସୁମୀ ଓଡ଼ିଶା ଛୁଇଁବ ।

111
ADVERTISEMENT

ଭୁବନେଶ୍ୱର,୧୩/୬(ଡି.ଏଚ ବ୍ୟୁରୋ):-ଆସନ୍ତା ୧୭ରେ ମୌସୁମୀ ଓଡ଼ିଶା ଛୁଇଁବ । ଫଳରେ ୧୭ରୁ ୨୧ ଭିତରେ ଉପକୂଳ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ।କିନ୍ତୁ ଆସନ୍ତା କାଲି ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବାସହ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।ସେପଟେ ଧାନ ତଳି ପକାଇବାକୁ ଚାଷୀଙ୍କୁ ପରାମର୍ଶ l

Advertisement