ଭୁବନେଶ୍ୱର,୧୧/୬(ଡି.ଏଚ ବ୍ୟୁରୋ):-ଆଜିଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଜପତି ଗଞ୍ଜାମ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସମ୍ଭାବନା । ଫଳରେ ଆସନ୍ତା ୫ ଦିନଧରି ରାଜ୍ୟରେ ତାପମାତ୍ରା କମ୍ ରହିବା ସହ ଏହି ସବୁ ଜିଲ୍ଲା ମାନଙ୍କ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।
















