Friday, November 6, 2026
ADVERTISEMENT
Home ଆଞ୍ଚଳିକ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ନିକଟରେ ଚଳନ୍ତା ବସ୍ ରେ ଲାଗିଲା ନିଆଁ ।

କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ନିକଟରେ ଚଳନ୍ତା ବସ୍ ରେ ଲାଗିଲା ନିଆଁ ।

163
ADVERTISEMENT

କେନ୍ଦୁଝର,୧୧/୬(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ନିକଟରେ ଚଳନ୍ତା ବସ୍ ରେ ଲାଗିଲା ନିଆଁ। ଉକ୍ତ ବସ୍ ଟି ରାଉରକେଲାରୁ କିଛି ଯାତ୍ରୀଙ୍କୁ ନେଇ ‘କେନ୍ଦୁଝର ଆସୁଥିବାବେଳେ କାଞ୍ଜିପାଣି ଘାଟି ନିକଟରେ କୌଣସି କାରଣରୁ ଇଞ୍ଜିନରୁ ନିଆଁ ଲାଗି ଯାଇଥିଲା। ।ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ନିଜ ନିଜର ଜିନିଷପତ୍ର ସହିତ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ବସଟି ସଂପୂର୍ଣ୍ଣ ଜଳିଯାଇଥିଲା।

Advertisement