ଆଜି ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ ଓ କର୍ଣ୍ଣାଟକର ୧୬ଟି ରାଜ୍ୟସଭା ସିଟ୍ ପାଇଁ ଭୋଟ୍ ଗ୍ରହଣ ହେବ।

115
ADVERTISEMENT

ଭୁବନେଶ୍ୱର,୧୦/୬(ଡି.ଏଚ ବ୍ୟୁରୋ):-ଆଜି ମହାରାଷ୍ଟ୍ର, ହରିୟାଣା, ରାଜସ୍ଥାନ ଓ କର୍ଣ୍ଣାଟକର ୧୬ଟି ରାଜ୍ୟସଭା ସିଟ୍ ପାଇଁ ଭୋଟ୍ ଗ୍ରହଣ ହେବ। ଫଳରେ ବିଭିନ୍ନ ରାଜ୍ୟରେ କ୍ରସ୍ ଭୋଟିଂର ଆଶଙ୍କା ଥିବାରୁ ଏହାକୁ ନେଇ ଅନେକ ଉତ୍କଣ୍ଠା ରହିଛି। ଅନ୍ୟପକ୍ଷରେ, ୪୧ଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଓଡିଶାର ୩ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

Advertisement