ଭୁବନେଶ୍ବର,o୪/୬(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଲୋକସେବା ଭବନରେ କାର୍ଯ୍ୟରତ ଯୋଜନା ଓ ସଂଯୋଜନ ବିଭାଗର ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ । ସେ କମ୍ପ୍ୟୁଟର୍ ବିଲ୍ ପାସ୍ କରାଇଦେବା ନାଁରେ ଏକ ସଂସ୍ଥା ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ଏକ ମାମଲା ରୁଜୁ କରିବା ସହ ଗିରଫ କରିଛି।
















