ଭୁବନେଶ୍ୱର ରାଜଧାନୀରେ ବଢିବାରେ ଲାଗିଛି ଗଂଜେଇ କାରବାର ।

123
ADVERTISEMENT

ଭୁବନେଶ୍ୱର,o୩/୬(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀରେ ବଢିବାରେ ଲାଗିଛି ଗଂଜେଇ କାରବାର । ଏକ ହାଇୱା ଗାଡି ଭିତରେ ୨୨ କ୍ୟୁଇଣ୍ଟାଲ ଓଜନର ଗଂଜେଇ ଚାଲାଣ ବେଳେ ଏସଟିଏଫ୍ ପକ୍ଷରୁ ଗଞେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ । ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ । ସେହିଭଳି କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସପକ୍ଷରୁ ଲୁଣ ବୋଝେଇ ଟ୍ରକରୁ ୫ ଟନରୁ ଅଧିକ ଗଞ୍ଜେଇ ଜବତ ।

Advertisement