Friday, November 6, 2026
ADVERTISEMENT
Home ଆଞ୍ଚଳିକ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁଷ୍ଠିତ ହୋଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ବା...

ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁଷ୍ଠିତ ହୋଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ବା ନୃସିଂହ ନିଉତା ।

169
ADVERTISEMENT

ସମ୍ବଲପୁର,୦୨/୬(ଡି.ଏଚ ବ୍ୟୁରୋ):-ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁଷ୍ଠିତ ହୋଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ବା ନୃସିଂହ ନିଉତା । ଦେବ ଦେବ ମହାଦେବଙ୍କ ବାହାଘର ପାଇଁ ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ରଥାରୁଢ ହୋଇ ବିଭିନ୍ନ ମନ୍ଦିରକୁ ଯାଇ ସମସ୍ତ ଦେବତା ଓ ଦେବୀମାନଙ୍କୁ ବିବାହର ନିମନ୍ତ୍ରଣ ପ୍ରଦାନ କରିଛନ୍ତି ।

Advertisement