Friday, November 6, 2026
ADVERTISEMENT
Home ଆଞ୍ଚଳିକ ୧୧ କେଭି ତାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ ସହ ୨ଟି ବଳଦ, ୨ଟି...

୧୧ କେଭି ତାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ ସହ ୨ଟି ବଳଦ, ୨ଟି କୋକିଶିଆଳି ମୃତ୍ୟୁ ।

148
ADVERTISEMENT

କେନ୍ଦୁଝର,୦୧/୬(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗାଁରେ ୧୧ କେଭି ତାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳକ ସହ ୨ଟି ବଳଦ ୨ଟି କୋକିଶିଆଳି ମୃତ୍ୟୁ । ମୃତକ ଜଣକ ହେଲେ ସେହି ଗ୍ରାମର କର୍ମୁ ପଲେଇ । ଏବଂ ଘଟଣାସ୍ଥଳରେ ନୟାକୋଟ ପୋଲିସ ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisement