Friday, November 6, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଜେସିବି ମେସିନକୁ ଧକ୍କା ଦେଲା ବିଟି ନାମକ ଘରୋଇ...

ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଜେସିବି ମେସିନକୁ ଧକ୍କା ଦେଲା ବିଟି ନାମକ ଘରୋଇ ବସ୍ ।

214
ADVERTISEMENT

କେନ୍ଦ୍ରାପଡ଼ା,୨୬/୫(ଡି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା-ଗଣ୍ଡକିଆ ରାସ୍ତା ଓସ୍ତପୁର ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଜେସିବି ମେସିନକୁ ଧକ୍କା ଦେଲା ବିଟି ନାମକ ଘରୋଇ ବସ୍ । ଯାହାଫଳରେ ଗାଡିରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୧୨ଜଣ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବସ୍ ଟି ଗଣ୍ଡକିଆରୁ ଭୁବନେଶ୍ୱର ଯାଉଥିବାବେଳେ ଏଭଳି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Advertisement