Friday, November 6, 2026
ADVERTISEMENT
Home ଆଞ୍ଚଳିକ ରେଳବାଇ କ୍ୱାର୍ଟର୍ସରୁ ମୂଲ୍ୟବାନ କାଠ ଜବତ ଘଟଣାରେ ଜେଲ ଗଲେ ତୁରେକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର...

ରେଳବାଇ କ୍ୱାର୍ଟର୍ସରୁ ମୂଲ୍ୟବାନ କାଠ ଜବତ ଘଟଣାରେ ଜେଲ ଗଲେ ତୁରେକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପ।

182
ADVERTISEMENT

କଣ୍ଟାବାଞ୍ଜି,୨୪/୫(ଡି.ଏଚ ବ୍ୟୁରୋ):-ରେଳବାଇ କ୍ୱାର୍ଟର୍ସରୁ ମୂଲ୍ୟବାନ କାଠ ଜବତ ଘଟଣାରେ ଜେଲ ଗଲେ ତୁରେକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପ। ସେ ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସରେ କାଠ କାମ କରାଉଥିଲେ । ଏବଂ କିଛି ଦିନ ତଳେ ତାଙ୍କ ସରକାରୀ କ୍ୱାର୍ଟର୍ସ ପଛ ପଟୁ ୧୭ଟି ସାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ କରିଥିଲା କଣ୍ଟାବାଞ୍ଝି ବନ ଅଧିକାରୀ ।

Advertisement