Friday, November 6, 2026
ADVERTISEMENT
Home ଆଞ୍ଚଳିକ ନୟାଗଡ ଜିଲ୍ଲା ଶରଣକୂଳ ଲଡୁବାବାଙ୍କ ମନ୍ଦିରସ୍ଥିତ ପୋଖରୀରେ ଲଡୁବାବାଙ୍କ ଚଳନ୍ତି ପ୍ରତିମାକୁ ନେଇ ଚାପ ଖେଳୁଥିବା...

ନୟାଗଡ ଜିଲ୍ଲା ଶରଣକୂଳ ଲଡୁବାବାଙ୍କ ମନ୍ଦିରସ୍ଥିତ ପୋଖରୀରେ ଲଡୁବାବାଙ୍କ ଚଳନ୍ତି ପ୍ରତିମାକୁ ନେଇ ଚାପ ଖେଳୁଥିବା ସମୟରେ ବୁଡିଲା ଡଙ୍ଗା ।

233
ADVERTISEMENT

ନୟାଗଡ,୨୪/୫(ଡି.ଏଚ ବ୍ୟୁରୋ):-ନୟାଗଡ ଜିଲ୍ଲା ଶରଣକୂଳ ଲଡୁବାବାଙ୍କ ମନ୍ଦିରସ୍ଥିତ ପୋଖରୀରେ ଲଡୁବାବାଙ୍କ ଚଳନ୍ତି ପ୍ରତିମାକୁ ନେଇ ଚାପ ଖେଳୁଥିବା ସମୟରେ ବୁଡିଲା ଡଙ୍ଗା । ଅଳ୍ପକେ ରକ୍ଷା ପାଇଲେ ସେବାୟତ ଏବଂ ମନ୍ଦିର କର୍ମଚାରୀ । ତେବେ ଡଙ୍ଗାରେ ଅତ୍ୟଧିକ ଲୋକ ଥିବାରୁ ଏଭଳି ଅଘଟଣ ହେଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିବାବେଳେ କିଛି କ୍ଷତି ହୋଇନଥିବା ସୂଚନା ।

Advertisement