ଆସନ୍ତାକାଲି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ପକ୍ଷରୁ ଭାରତ ବନ୍ଦ ଡାକରା ।

139
ADVERTISEMENT

ଭୁବନେଶ୍ୱର,୨୪/୫(ଡି.ଏଚ ବ୍ୟୁରୋ):-ଆସନ୍ତାକାଲି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ପକ୍ଷରୁ ଭାରତ ବନ୍ଦ ଡାକରା । ଭାରତ ସରକାର ଓବିସି ମାନଙ୍କର ଜାତି ଆଧାରିତ ଜନଗଣନା ନ କରାଯିବା ବିରୋଧରେ ଏହି ଭାରତ ବନ୍ଦ ଡାକରା ଦିଆଯାଇଥିବା ସୂଚନା ।

Advertisement