ଗଞ୍ଜାମ,୨୪/୫(ଡି.ଏଚ୍ ବ୍ୟୁରୋ):-ଜାଲ୍ ପ୍ରମାଣପତ୍ରଦେଇ ଚାକିରି କରୁଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପୁଲିସପକ୍ଷରୁ ଜଣେ ଶିକ୍ଷକ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ରାଜପୁର ଗ୍ରାମର ଏସ.ଧର୍ମାରାଓ ଦୋରା। ଅନେଇ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ।

















