Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଦୀର୍ଘ ଦିନ ପରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର ।

ଦୀର୍ଘ ଦିନ ପରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର ।

145
ADVERTISEMENT

ଭୁବନେଶ୍ୱର ,୨୨/୫(ଡି.ଏଚ ବ୍ୟୁରୋ):-ତୈଳ ଦରରୁ ଆଶ୍ୱସ୍ତି ପାଇଲେ ଗ୍ରାହକ। ଦୀର୍ଘ ଦିନ ପରେ ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଉତ୍ପାଦକ ଶୁଳ୍କ ହ୍ରାସ ହେବାପରେ ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ଲିଟର ପିଛା ୬ ଟଙ୍କା କମିଛି।

Advertisement