Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଛତିଶଗଡ଼କୁ ମାଙ୍ଗାନିଜ ଚୋରା ଚାଲାଣ ବେଳେ ବଡ଼ବିଲ ପୋଲିସ ପକ୍ଷରୁ ମାଙ୍ଗାନିଜ ବୋଝେଇ ଟ୍ରକ୍ ଜବତ...

ଛତିଶଗଡ଼କୁ ମାଙ୍ଗାନିଜ ଚୋରା ଚାଲାଣ ବେଳେ ବଡ଼ବିଲ ପୋଲିସ ପକ୍ଷରୁ ମାଙ୍ଗାନିଜ ବୋଝେଇ ଟ୍ରକ୍ ଜବତ ସହ ୭ଜଣ ଗିରଫ ।

148
ADVERTISEMENT

ବଡ଼ବିଲ,୧୬/୫(ଡି.ଏଚ୍ ବ୍ୟୁରୋ):-ଛତିଶଗଡ଼କୁ ୨୦ ମେଟ୍ରିକ୍ ଟନ୍ ମାଙ୍ଗାନିଜ ଚୋରା ଚାଲାଣ ବେଳେ ବଡ଼ବିଲ ପୋଲିସ ପକ୍ଷରୁ ବଡ଼ବିଲ, ଟଣ୍ଟୋ ନିକଟରୁ ମାଙ୍ଗାନିଜ ବୋଝେଇ ଟ୍ରକ୍ ଜବତ ସହ ୭ଜଣ ଗିରଫ । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏବଂ ଜବତ ମାଙ୍ଗାନିଜର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଛି ।

Advertisement