Saturday, August 8, 2026
ADVERTISEMENT
Home ଆଞ୍ଚଳିକ ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ ଟ୍ରକର ପଛପଟୁ ଧକା ଦେଲା...

ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ ଟ୍ରକର ପଛପଟୁ ଧକା ଦେଲା ଅନ୍ୟ ଏକ ଟ୍ରକ୍,ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ।

290
ADVERTISEMENT

ଚଣ୍ଡିଖୋଲ,୧୬/୫(ଡି.ଏଚ୍ ବ୍ୟୁରୋ):-ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ ଟ୍ରକର ପଛପଟୁ ଧକା ଦେଲା ଅନ୍ୟ ଏକ ଟ୍ରକ୍ । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଖ୍ୟକେନ୍ଦ୍ରରେ ଭର୍ତ୍ତି । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ଟ୍ରକକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବା ସୂଚନା ।

Advertisement