ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ କିଛି ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ମଦ ବେପାରୀଙ୍କ ମୃତ୍ୟୁ ।

128
ADVERTISEMENT

ପୋଲସରା,୧୫/୫(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ କିଛି ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ମଦ ବେପାରୀ ବିକାଶ ସାହୁଙ୍କ ମୃତ୍ୟୁ । ଏବଂ ପୂର୍ବରୁ କିଛି ମଦ ମାଫିଆ ଓ ଗ୍ରାମବାସୀଙ୍କ ସହ ମଧ୍ୟ ତାଙ୍କର ଶତ୍ରୁତା ଲାଗି ରହିଥିଲା। ତେବେ ମଦ ବେପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲସରା ଥାନାଧିକାରୀ ଜିତେନ୍ଦ୍ର ମଲ୍ଲିକଙ୍କ ସନ୍ଦେହ ।

Advertisement