Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ମନରେଗା ଯୋଜନାରେ ପୋଖରୀ ଖନନ ବେଳେ ରତ୍ନ ପଥର ମିଳିବା ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ...

ମନରେଗା ଯୋଜନାରେ ପୋଖରୀ ଖନନ ବେଳେ ରତ୍ନ ପଥର ମିଳିବା ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ।

169
ADVERTISEMENT

ବୌଦ୍ଧ,୧୫/୫(ଡି.ଏଚ ବ୍ୟୁରୋ):-ବୌଦ୍ଧ ସରଧାପାଲି ଗାଁର ମନରେଗା ଯୋଜନାରେ ପୋଖରୀ ଖନନ ବେଳେ ରତ୍ନ ପଥର ମିଳିବା ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ଏବଂ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ରତ୍ନ ପଥର ନମୁନାର ତଦନ୍ତ ଜାରି ରଖିଥିବାବେଳେ ତଦନ୍ତ ରିପୋର୍ଟ ନଆସିଲା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ।

Advertisement