Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ୱର ରାଜଧାନୀର ସାଲିଆ ସାହି ବସ୍ତିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଓ ଅବକାରୀ ବିଭାଗର ମିଳିତ...

ଭୁବନେଶ୍ୱର ରାଜଧାନୀର ସାଲିଆ ସାହି ବସ୍ତିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ବିପୁଳ ପରିମାଣରେ ଦେଶୀ ମଦ ଜବତ ।

133
ADVERTISEMENT

ଭୁବନେଶ୍ୱର,୧୪/୫(ଡି.ଏଚ୍ ବ୍ୟୁରୋ):- ଭୁବନେଶ୍ୱର ରାଜଧାନୀର ସାଲିଆ ସାହି ବସ୍ତିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ବିପୁଳ ପରିମାଣରେ ଦେଶୀ ମଦ ଜବତ । ଏବଂ ଚଢ଼ାଉ ସମୟରେ ବିପୁଳ ପରିମାଣର ରନ୍ଧା ମଦ ଓ ପୋଚ ନଷ୍ଟ କରିଛି ଅବକାରୀ ଟିମ୍ ।

Advertisement