ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ବୈଷୟିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ।

118
ADVERTISEMENT

ଭୁବନେଶ୍ୱର,୧୩/୫(ଡି.ଏଚ୍ବ୍ୟୁରୋ):-ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ବୈଷୟିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲିକପ୍ଟରଟି ପୂରା ଖଣ୍ଡ ବିଖଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଏବଂ ମୃତ ଦୁଇ ପାଇଲଟ ମଧ୍ୟରୁ ଜଣେ ପାଇଲଟ ଓଡ଼ିଶା ସମ୍ବଲପୁର ଜିଲ୍ଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା ବୋଲି ସୂଚନା ।

Advertisement