ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି ସମୁଦ୍ର କୂଳକୁ ଭାସି ଆସିଲା ଏକ ସୁନାର ରଥ ସଦୃଶ ଡଙ୍ଗା ।

135
ADVERTISEMENT

ଭୁବନେଶ୍ୱର,୧୧/୫(ଡି.ଏଚ୍ ବ୍ୟୁରୋ)-ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି ସମୁଦ୍ର କୂଳକୁ ଭାସି ଆସିଲା ଏକ ସୁନାର ରଥ ସଦୃଶ ଡଙ୍ଗା । ସେହି ଡଙ୍ଗାରେ ଥାଇ ବା ମଲେଶିୟା ଭାଷାରେ ଉଲ୍ଲେଖନୀୟ ଥିବାବେଳେ କିଛି ବୁଦ୍ଧ କଳାକୃତି ମାନ ଦେଖିବାକୁ ମିଳିଛି। ତେଣୁ ଏହା ଥାଇଲ୍ଯାଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଉଥିବାବେଳେ ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ ଡଙ୍ଗାଟିକୁ ଜବତ କରାଯାଇଛି।

Advertisement