ଗଞ୍ଜାମ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାରେ ୩ହଜାର ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଛନ୍ତି, ହେଲେ ପରୀକ୍ଷାକୁ ଆସୁନାହାନ୍ତି ।

119
ADVERTISEMENT

ଭୁବନେଶ୍ୱର,୭/୫(ଡି.ଏଚ୍ ବ୍ୟୁରୋ):-ଗଞ୍ଜାମ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାରେ ୩ହଜାର ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମପୂରଣ କରିଛନ୍ତି, ହେଲେ ପରୀକ୍ଷାକୁ ଆସୁନାହାନ୍ତି । ସ୍କୁଲ ଉପସ୍ଥାନ ଖାତାରେ ନାମ ଅଛି, ପରୀକ୍ଷା ପାଇଁ ଫର୍ମପୂରଣ ହୋଇଛି, ପରୀକ୍ଷା ହଲ୍ ପ୍ରବେଶପତ୍ର ମଧ୍ୟ ଜାରି ହୋଇଛି; ହେଲେ ପରୀକ୍ଷାର୍ଥୀ ନାହାନ୍ତି। ଫଳରେ ଜିଲ୍ଲାର ବିଭିନ୍ନ ସ୍କୁଲ ସରକାରୀ ଅନୁଦାନ ସହିତ ସୁବିଧା ପାଇବା ପାଇଁ ଏଭଳି ଅସାଧୁ ଉପାୟ ଅବଲମ୍ବନ କରିଥିବାନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇଛି।

Advertisement