ଆଜି ଦକ୍ଷିଣ-ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଯାହା ଫଳରେ ଆସନ୍ତା ୨୪ ଘଣ୍ଟାମଧ୍ୟରେ ରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ।

111
ADVERTISEMENT

ଭୁବନେଶ୍ୱର,୪/୫(ଡି.ଏଚ ବ୍ୟୁରୋ):-ଆଜି ଦକ୍ଷିଣ-ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଯାହା ଫଳରେ ଆସନ୍ତା ୨୪ ଘଣ୍ଟାମଧ୍ୟରେ ରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ତେବେ ଏହାର ପରବର୍ତ୍ତୀ ତୀବ୍ରତା ଏବଂ ଗତିବିଧି କଣ ରହିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ନାହିଁ । ସେହିପରି ରାଜ୍ୟରେ ଆସନ୍ତା ୪ ରୁ ୫ ଦିନ ଯାଏ କାଳବୈଶାଖୀର ସମ୍ଭାବନା ଥିବାବେଳେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisement