ଭଞ୍ଜନଗର,୪/୫ (ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ‘କିନି ଇନଫୋଟେକ୍’ ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ଭଞ୍ଜନଗର ପୁଲିସ ପକ୍ଷରୁ ଦିଲ୍ଲୀରୁ ଗିରଫ । ଏହି ସଂସ୍ଥା ହଜାର ହଜାର ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିba ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ, ରାଜେନ୍ଦ୍ର କୁମାର ଗୌଡ଼, ରାଜେଶ କୁମାର ଭୋଳ, ଚିନ୍ମୟ କୁମାର ଦାଶ ଓ ପ୍ରଭାତ କୁମାର ଦାଶ।

















