Thursday, August 20, 2026
ADVERTISEMENT
Home ଆଞ୍ଚଳିକ ଆଜି ଇିଦ୍-ଉଲ୍-ଫିତର୍ ।

ଆଜି ଇିଦ୍-ଉଲ୍-ଫିତର୍ ।

128
ADVERTISEMENT

ଭୁବନେଶ୍ୱର,୩/୫(ଡି.ଏଚ ବ୍ୟୁରୋ):-ସରିଲା ରମଜାନ ମାସ । ଦାନ ଓ ଧର୍ମର ପର୍ବ ଇିଦ୍-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଭାଇ ଭଉଣୀମାନେ । ମସଜିଦ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରୁଛନ୍ତି ସୁସ୍ୱାଦୁ ବ୍ୟଞ୍ଜନ ।ଏବଂ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧିବା ସହ ରାସ୍ତାଘାଟରେ ଦେଖିବାକୁ ମିଳିବ ମୁସଲିମ୍ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ।

Advertisement