Thursday, September 24, 2026
ADVERTISEMENT
Home ଆଞ୍ଚଳିକ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କୁଲାମୁଣ୍ଡା ସାହିରେ ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି...

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କୁଲାମୁଣ୍ଡା ସାହିରେ ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇ ବାପା ଫେରାର।

193
ADVERTISEMENT

ସୁନ୍ଦରଗଡ଼,୧/୫(ଡି.ଏଚବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କୁଲାମୁଣ୍ଡା ସାହି ରେ ଅଭାବନୀୟ ଘଟଣା। ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇ ବାପା ଫେରାର। ଅଭିଯୁକ୍ତ ବାପା ପାଣ୍ଡୁ ମୁଣ୍ଡା ମଦ ପିଇ ତିନି ଶିଶୁଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରି କୁଅରେ ପକାଇ ଥିବା ମାଆ ଅଭିଯୋଗ କରିଥିବାବେଳେ କୋଇଡା ପୁଲିସ କୂଅ ଭିତରୁ ମୃତ ତିନି ଶିଶୁ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Advertisement