ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ସ୍ଥିତ ଦ୍ୱାରସୁଣୀ ଘାଟିରେ ଟ୍ରକକୁ ପଛରୁ ପିଟିଲା ବସ,ଜଣେ ମୃତ ୩ ଗୁରୁତର।

48
ADVERTISEMENT

ବାରିପଦା,୩୦/୪(ଡି.ଏଚ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ସ୍ଥିତ ଦ୍ୱାରସୁଣୀ ଘାଟିରେ ଟ୍ରକକୁ ପଛରୁ ପିଟିଲା ବସ । ଫଳରେ ଦୁର୍ଘଟଣାରେ ଜଣକର ମୃତ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତି । ଏବଂ ଘଟଣା ସ୍ଥଳରେ ବାଙ୍ଗରିପୋଷୀ ପୋଲିସ ଏବଂ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି। ବସଟି ସମ୍ବଲପୁର ଅଞ୍ଚଳରୁ ମିସ୍ତ୍ରୀ ମାନଙ୍କୁ ନେଇ ମୁଶୀର୍ଦାବାଦ ଯାଉଥିଲା ।

Advertisement