Wednesday, August 26, 2026
ADVERTISEMENT
Home ରାଜ୍ୟ ତେଲେଙ୍ଗାନାର ୟାଦାଦ୍ରୀ-ଭୋଗିର ଜିଲ୍ଲା ମନ୍ଦିର ନଗର ୟାଦାଗିରିଗୁଡାରେ ଏକ କୋଠାର କିଛି ଅଂଶ ଭୁଷୁଡିବା ଯୋଗୁଁ...

ତେଲେଙ୍ଗାନାର ୟାଦାଦ୍ରୀ-ଭୋଗିର ଜିଲ୍ଲା ମନ୍ଦିର ନଗର ୟାଦାଗିରିଗୁଡାରେ ଏକ କୋଠାର କିଛି ଅଂଶ ଭୁଷୁଡିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ।

441
ADVERTISEMENT

ତେଲେଙ୍ଗାନା,୩୦/୪(ଡି.ଏଚ ବ୍ୟୁରୋ):-ତେଲେଙ୍ଗାନାର ୟାଦାଦ୍ରୀ-ଭୋଗିର ଜିଲ୍ଲା ମନ୍ଦିର ନଗର ୟାଦାଗିରିଗୁଡାରେ ଏକ କୋଠାର କିଛି ଅଂଶ ଭୁଷୁଡିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି । ୨୦ ବର୍ଷ ପୁରୁଣା ଏହି କୋଠାର ତଳ ମହଲାରେ ଦୋକାନ ଏବଂ ପ୍ରଥମ ମହଲାରେ ଘର ଥିଲା ଫଳରେ କୋଠାର କିଛି ଅଂଶ ତଳେ ବସିଥିବା ଲୋକମାନଙ୍କ ଉପରେ ପଡିଯାଇଥିଲା ।

Advertisement