ଆସନ୍ତା ମେ’ ୧୦ ତାରିଖରେ ଆସିପାରେ ଏକ ଗ୍ରୀଷ୍ମକାଳୀନ ବାତ୍ୟା ।

414
ADVERTISEMENT

ଭୁବନେଶ୍ୱର,୩୦/୪(ଡି.ଏଚ ବ୍ୟୁରୋ):-ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ମେ’ ୧୦ ତାରିଖରେ ଆସିପାରେ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଏହି ଗ୍ରୀଷ୍ମକାଳୀସମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ପାଣିପାଗ ସଂସ୍ଥାପକ୍ଷରୁ ଭିନ୍ନଭିନ୍ନ ଆକଳନ କରାଯାଇଥିବାବେଳେ ଏହା ଆସନ୍ତା ୧୦/୧୧ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳରେ ଅଧିକ ମାଡ଼ ହେବା ସମ୍ଭାବନା ।

Advertisement