ଭୁବନେଶ୍ୱର,୨୭/୪(ଡି.ଏଚ ବ୍ୟୁରୋ):-ସୁରତରେ ଟଙ୍କା ପାଇଁ ଓଡିଆ ଯୁବକଙ୍କୁ ହତ୍ୟା । ମୃତ ଯୁବକଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ବଳଙ୍ଗ ବାପା ଗାଁର ଜୀବନ ରାଉତ। ସେ ସୁରତର ମାଗଡ଼ାଲା କ୍ରସ ରୋଡରେ ଥିବା ଏକ ହୋଟେଲରେ କ୍ୟାସିୟର ଭାବେ କାମ କରୁଥିଲେ । ଘଟଣାରେ ସୁରତ ପୋଲିସ କିଛି ସହକର୍ମୀଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଜବତ କରିଛି ।
















