ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ ନିଆଁରେ ପୋଡି ଭାଣିଜୀକୁ ହତ୍ୟା ଉଦ୍ୟମ କଲା ମାମୁ l

126
ADVERTISEMENT

ବ୍ରହ୍ମପୁର,୨୬/୪(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ ନିଆଁରେ ପୋଡି ଭାଣିଜୀକୁ ହତ୍ୟା ଉଦ୍ୟମ କାଲା ମାମୁ l ଏବଂ ଅଭିଯୁକ୍ତ ମାମୁ ସିପ୍ରାନ ଡିଗଲ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ କିଛିଦିନ ପୂର୍ବେ ଅନ୍ତରୀଣ ଜାମିନ ପାଇ ଜେଲରୁ ମୁକୁଳି ଥିଲେ। ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ।

Advertisement