ପୁରୁଷୋତ୍ତମ ଏକ୍ସପ୍ରେସରେ ୪୩ କିଲୋ ଓଜନର ଗଞ୍ଜେଇ ଜବତ ସହ ମହିଳା ବେପାରୀ ଗିରଫ ।

115
ADVERTISEMENT

ଭୁବନେଶ୍ବର,୨୫/୪(ଡି.ଏଚ ବ୍ୟୁରୋ):-ପୁରୁଷୋତ୍ତମ ଏକ୍ସପ୍ରେସରେ ବ୍ରହ୍ମପୁରରୁ ଦିଲ୍ଲୀ ଅଭିମୁଖେ ଚୋରା ଗଞ୍ଜେଇ ଚାଲାଣ ବେଳେ ଭଦ୍ରକ ଆରପିଏଫ ପକ୍ଷରୁ ୪୩ କିଲୋ ଓଜନର ଗଞ୍ଜେଇ ଜବତ ସହ ମହିଳା ବେପାରୀ ଗିରଫ । ଜନୈକ ମହିଳା ଜଣକ ବ୍ରହ୍ମପୁରରୁ ୪ ଗୋଟି ବ୍ୟାଗରେ ଗଞ୍ଜେଇ ରଖି ପୁରୁଷୋତ୍ତମ ଏକ୍ସପ୍ରେସରେ ଦିଲ୍ଲୀ ଅଭିମୁଖେ ଯାଉଥିଲା ।

Advertisement