ଭୁବନେଶ୍ବର ଜାଆଁଳାରେ ସୁନାଦୋକାନୀକୁ ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼ ।

135
ADVERTISEMENT

ଭୁବନେଶ୍ବର,୨୫/୪(ଡି.ଏଚ ବ୍ୟୁରୋ):-ଭୁବନେଶ୍ବର ଜାଆଁଳାରେ ସୁନାଦୋକାନୀକୁ ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼ । ଗୁଳିମାଡ଼ରେ ବାପ ପୁଅ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି । ଉଭୟ ବାପା ଓ ପୁଅ ସୁନାଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ଏମାନଙ୍କୁ ଉପରକୁ ଗୁଳି କରିଥିଲେ ।

Advertisement