ସଡ଼କ ଦୁର୍ଘଟଣାରେ ବ୍ରହ୍ମପୁରର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀ ତଥା ବ୍ରହ୍ମପୁର ସହରର ସ୍ବର୍ଣ୍ଣପଦକ ବିଜେତା ରବୀନ୍ଦ୍ର ସାହୁଙ୍କ ମୃତ୍ୟୁ ।

129
ADVERTISEMENT

ବ୍ରହ୍ମପୁର,୨୫/୪(ଡି.ଏଚ ବ୍ୟୁରୋ):-ସଡ଼କ ଦୁର୍ଘଟଣାରେ ବ୍ରହ୍ମପୁରର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀ ତଥା ବ୍ରହ୍ମପୁର ସହରର ସ୍ବର୍ଣ୍ଣପଦକ ବିଜେତା ରବୀନ୍ଦ୍ର ସାହୁଙ୍କ ମୃତ୍ୟୁ । ସେ ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। । ଏବଂ ମୃତ ରବୀନ୍ଦ୍ରଙ୍କ ଘର ଗୋସାଇଁ ନୂଆଗାଁ ବିଶ୍ବନାଥନଗର ଦ୍ବିତୀୟ ଲାଇନ୍ ବୋଲି ସୂଚନା ।

Advertisement