ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ।

132
ADVERTISEMENT

ଗଞ୍ଜାମ,୨୪/୪(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରିଥିବାବେଳେ ଦୁର୍ଘଟଣାରେ ୨୫ଜଣ ଆହତ ହୋଇ ଛତ୍ରପୁର ମେଡିକାଲରେ ଭର୍ତ୍ତି । ଏବଂ ତୀର୍ଥଯାତ୍ରୀ ବସଟି ପୁରୀରୁ ତାମିଲନାଡୁ ଫେରୁଥିଲା ।

Advertisement